ଅର୍ଥ : ସେହି ମହିଳା ଯିଏକି ଥଟାରିକାମ ଅର୍ଥାତ ଧାତୁକୁ ପିଟି ବାସନ ତିଆରି କରେ
ଉଦାହରଣ :
ଥଟାରୁଣୀ ଭଙ୍ଗା ବାସନକୁ ପୁଟୁଳିରେ ରଖୁଛି
ଅନ୍ୟ ଭାଷାରେ ଅନୁବାଦ :
वह महिला जो ठठेरे का काम यानि धातु पीटकर बरतन बनाने का काम करती हो।
ठठेरिन टूटे-फूटे बरतनों को झोले में रख रही है।
ठठेरिन,
ठठेरी