ଅର୍ଥ : ବଡ଼ ନୌକାର ମଝିରେଥିବା ସେହି କାଠଗଣ୍ଡି ଯେଉଁଥିରେ ପାଲ ବନ୍ଧାଯାଏ
ଉଦାହରଣ :
ଜୋରରେ ପବନହେବା କାରଣରୁ ନାଆର ଦୁର୍ବଳ ମାସ୍ତୁଲ ଭାଙ୍ଗିଗଲା
ସମକକ୍ଷ :
କୂପକ, ଦଣ୍ଡ, ମାସ୍ତୁଲ
ଅନ୍ୟ ଭାଷାରେ ଅନୁବାଦ :
बड़ी नावों के बीच का वह लट्ठा जिसमें पाल बाँधते हैं।
तेज़ हवा के कारण नाव का कमज़ोर मस्तूल टूट गया।
कूपक,
दंड,
दण्ड,
मस्तूल
A vertical spar for supporting sails.
mast