ଅର୍ଥ : ଗୋଟିଏ ଧରଣର ସାଧୁ ଯେଉଁମାନେ ଆଧ୍ୟାତ୍ମିକ ସାଧନାପାଇଁ ସବୁବେଳେ ଠିଆ ହୋଇ ରହିଥାନ୍ତି
ଉଦାହରଣ :
ଦଣ୍ଡାୟମାନଶ୍ୱରୀ ସାଧନା ସମୟରେ ବସନ୍ତି ନାହିଁ ବା ଶୁଅନ୍ତି ନାହିଁ
ଅନ୍ୟ ଭାଷାରେ ଅନୁବାଦ :
एक प्रकार के साधु जो आध्यात्मिक साधना के लिए बराबर खड़े रहते हैं।
ठाढ़ेश्वरी साधना के दौरान बैठते या लेटते नहीं।