ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରହିରହି ହେଉଥିବା କଷ୍ଟ
ଉଦାହରଣ : ଲାଗୁଛି କି ପୀଡ଼ାରେ ମୋ ପ୍ରାଣ ବାହାରିଯିବ
ସମକକ୍ଷ : ପୀଡ଼ା, ଯନ୍ତ୍ରଣା
ଅନ୍ୟ ଭାଷାରେ ଅନୁବାଦ :हिन्दी English
रह-रहकर उठनेवाला दर्द।
A sudden sharp feeling.
ଅର୍ଥ : ଶରୀରରେ ଚୋଟ ଲାଗିବା, ମଚକି ଯିବା ଓ ଘା’ଆଦି ହେବା କଷ୍ଟ
ଉଦାହରଣ : ରୋଗୀର ଦରଜ ଦିନକୁଦିନ ବଢ଼ିଚାଲିଛି
ସମକକ୍ଷ : ପୀଡ଼ା
ଅର୍ଥ : ଅଧିକ ଖଟା ହୋଇଥିବାରୁ କୌଣସି ବସ୍ତୁ ଚୋବାଇ ପାରୁନଥିବା(ଦାନ୍ତ)
ଉଦାହରଣ : ତେନ୍ତୁଳି ଖାଇବାରୁ ମୋ ଦାନ୍ତ ଦରଜ ହେଲା
ସମକକ୍ଷ : ଟକ, ଧରିଗଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
अधिक खट्टे होने से कोई वस्तु न चबा सकने वाला (दाँत)।
ସଂସ୍ଥାପନ କରନ୍ତୁ