ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମାଢ଼ିରେ ଥିବା ବଡ଼ ମୋଟା ଏବଂ ଚଉଡ଼ା ଦାନ୍ତ
ଉଦାହରଣ : ଗୋଟିଏ ଚର୍ବଣ ଦାନ୍ତ ଭାଙ୍ଗିଯିବାରୁ ଖାଇବାରେ କଷ୍ଟ ହେଉଛି
ସମକକ୍ଷ : ଚର୍ବଣ ଦାନ୍ତ, ଚର୍ବଣକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जबड़े के अंदर के बड़े, मोटे और चौड़े दाँत।
Grinding tooth with a broad crown. Located behind the premolars.
ଅର୍ଥ : ହତିଆରଆଦି ମାଜି ସଫା ଏବଂ ଧାରୁଆ କରିବା ପ୍ରକ୍ରିୟା
ଉଦାହରଣ : ମୁଁ ଛୁରୀ ଦାଢ଼ କରିବାପାଇଁ କମାରକୁ ଦେଇଛି
ସମକକ୍ଷ : ଧାର, ସାଆଣ, ସାଣ
ଅନ୍ୟ ଭାଷାରେ ଅନୁବାଦ :हिन्दी
हथियार आदि माँजकर साफ और तेज करने की क्रिया।
ସଂସ୍ଥାପନ କରନ୍ତୁ