ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ଗମ୍ୟ ନୁହେଁ ବା ଯାହା ଯିବା ଯୋଗ୍ୟ ନୁହେଁ
ଉଦାହରଣ : ମୁଁ ଦୁର୍ଗମ ପଥର ପଥିକ
ସମକକ୍ଷ : ଅଗମ୍ୟ, ଅନାଗମ୍ୟ, ଅସୁଗମ, ଦୁରୂହ, ଦୁର୍ଗମ୍ୟ, ବକ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो गम्य न हो या जो जाने योग्य न हो।
Incapable of being passed.
ଅର୍ଥ : ଦୁର୍ଗ ସହ ସମ୍ବନ୍ଧିତ ବା ଦୁର୍ଗର
ଉଦାହରଣ : ଏହି ଦୁର୍ଗମ ପାଚେରୀ ପାଖରେ କେତେକ ମନ୍ଦିର ଅବସ୍ଥିତ
ସମକକ୍ଷ : ଦୁର୍ଗର, ଦୌର୍ଗ
ଅନ୍ୟ ଭାଷାରେ ଅନୁବାଦ :हिन्दी
दुर्ग से संबंधित या दुर्ग का।
ସଂସ୍ଥାପନ କରନ୍ତୁ