ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପାଣିରେ ରହୁଥିବା ଏକ ସାପ ଯାହାଠାରେ ବହୁତ କମ ବିଷ ରହିଥାଏ
ଉଦାହରଣ : କେଉଟ ଜାଲରେ ପଡ଼ିଥିବା ଧଣ୍ଡକୁ ବାହାରକରି ପୁଣି ପାଣିକୁ ଫୋପାଡ଼ି ଦେଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
पानी में रहनेवाला एक साँप जिसमें विष बहुत ही कम होता है।
ଅର୍ଥ : ଗୋଟିଏ ପ୍ରକାରର ପାଣିସାପ
ଉଦାହରଣ : ମିଙ୍କୁକୁ ଧଣ୍ଡ କାମୁଡ଼ି ଦେଲା
ସମକକ୍ଷ : ଧଣ୍ଡ ସାପ
एक प्रकार का पनिहा साँप।
ସଂସ୍ଥାପନ କରନ୍ତୁ