ଅର୍ଥ : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
ଉଦାହରଣ :
ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
ସମକକ୍ଷ : ଚଟକଣି ଦେବା, ଚଟକଣି ପକେଇବା, ପିଟିବା, ପ୍ରହାର କରିବା, ବାଡ଼େଇବା, ମାରିବା
ଅନ୍ୟ ଭାଷାରେ ଅନୁବାଦ :
किसी पर किसी वस्तु आदि से आघात करना।
सिपाही चोर को लाठी से मार रहा है।