ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାରର ହାଲୁକା ନାଲି ମାଟି
ଉଦାହରଣ : ଏହି ଜାଗାର ମାଟି ନାଲିମାଟି
ସମକକ୍ଷ : ଲାଲମାଟି, ଲାଲମୃତ୍ତିକା
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार की हल्की लाल मिट्टी।
ଅର୍ଥ : ଏକ ପ୍ରକାରର ଟାଣୁଆ ନାଲି ମାଟି
ଉଦାହରଣ : ଗେରୁରେ ଫୁଲକୁଣ୍ଡ ରଙ୍ଗକରାଯାଇଛି
ସମକକ୍ଷ : ଗେରୁ, ଗେରୁଆମାଟି, ରକ୍ତମାଟି, ରଙ୍ଗମାଟି
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक प्रकार की लाल कड़ी मिट्टी।
An earth pigment.
ସଂସ୍ଥାପନ କରନ୍ତୁ