ଅର୍ଥ : ବୃତ୍ତି ବା ଜୀବିକାର ଅଭାବ
ଉଦାହରଣ :
ବେଳେବେଳେ ନିର୍ବୃତ୍ତି ହିଁ ମନୁଷ୍ୟକୁ ପତନ ଆଡକୁ ଟାଣି ନେଇଥାଏ
ସମକକ୍ଷ : ଜୀବିକାଶୂନ୍ୟ
ଅନ୍ୟ ଭାଷାରେ ଅନୁବାଦ :
The state of being unemployed or not having a job.
Unemployment is a serious social evil.