ଅର୍ଥ : କୌଣସି ଗୋଟିଏ ପକ୍ଷକୁ ଆଖିବୁଜି ସମର୍ଥନ ନ କରିବାର ଅବସ୍ଥା
ଉଦାହରଣ :
ସାକ୍ଷାତ୍କାର ନେଉଥିବା ବ୍ୟକ୍ତିଙ୍କଠାରୁ ନିରପେକ୍ଷତା ଆଶା କରାଯାଏ
ସମକକ୍ଷ : ନିରପେକ୍ଷତା, ପକ୍ଷପାତଶୂନ୍ୟତା
ଅନ୍ୟ ଭାଷାରେ ଅନୁବାଦ :
निरपेक्ष होने की अवस्था या भाव।
साक्षात्कार लेने वालों से निरपेक्षता की अपेक्षा की जाती है।