ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଞ୍ଜିପତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଞ୍ଜିପତି   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ପାଖରେ ପୁଞ୍ଜି ଥାଏ ବା ଯେ କୌଣସି କାର୍ଯ୍ୟ ବା ଉଦ୍ୟୋଗପାଇଁ ନିଜର ପୁଞ୍ଜି ବିନିଯୋଗ କରେ

ଉଦାହରଣ : ଅମ୍ବାନୀ ଜଣେ ବହୁତ ବଡ଼ ପୁଞ୍ଜିପତି

ସମକକ୍ଷ : ପୁଂଜିପତି


ଅନ୍ୟ ଭାଷାରେ ଅନୁବାଦ :

वह जिसके पास पूँजी हो या जो किसी कार्य या उद्योग में अपनी पूँजी लगावे।

अंबानी एक बहुत बड़े पूँजीपति हैं।
पूँजीदार, पूँजीपति

A person who invests capital in a business (especially a large business).

capitalist