ଅର୍ଥ : ଯାହା ପ୍ରଚଳନରେ ଅନ୍ତର୍ଭୁକ୍ତ
ଉଦାହରଣ :
ଏହି ପ୍ରଥା ଆଜି ମଧ୍ୟ ସମାଜରେ ପ୍ରଚଳିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା କେଉଁଠି ଲଗାଯାଇପାରିବ, ଲଗାଯାଇଛି ବା ଲଗାଯିବାପାଇଁ ରହିଛି
ଉଦାହରଣ :
ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟଦ୍ୱାରା ପ୍ରଚଳିତ ନିୟମ ମାନିବାକୁ ପଡ଼ିବ
ଅନ୍ୟ ଭାଷାରେ ଅନୁବାଦ :
जो कहीं लगाया जा सकता हो,लगाया गया हो या लगाया जाने को हो।
विद्यालय द्वारा लागू नियम सभी छात्रों को मानना होगा।