ଅର୍ଥ : ଯେ ଉଦବିଘ୍ନ ନୁହେଁ
ଉଦାହରଣ :
ମୋହନର ଜୀବନ ଶାନ୍ତ
ସମକକ୍ଷ : ନିରୁଦବିଘ୍ନ, ଶାନ୍ତ
ଅନ୍ୟ ଭାଷାରେ ଅନୁବାଦ :
Characterized by an absence or near absence of agitation or activity.
A quiet life.ଅର୍ଥ : ଯାହାର ଚିତ୍ତ ସ୍ଥିର
ଉଦାହରଣ :
ସ୍ଥିରଚିତ୍ତ ବ୍ୟକ୍ତି ବିପତ୍ତିରେ ଭୟ କରନ୍ତି ନାହିଁ
ସମକକ୍ଷ : ଅଚଞ୍ଚଳ, ଶାନ୍ତ, ସୁଶାନ୍ତ, ସ୍ଥିର, ସ୍ଥିରଚିତ୍ତ
ଅନ୍ୟ ଭାଷାରେ ଅନୁବାଦ :