ଅର୍ଥ : ତିଆରି କରିବାର କାମ
ଉଦାହରଣ :
ଘରର ତିଆରି ଆରମ୍ଭ ହୋଇଛି
ସମକକ୍ଷ : ତିଆରି, ନିର୍ମାଣ, ପ୍ରସ୍ତୁତିକରଣ
ଅନ୍ୟ ଭାଷାରେ ଅନୁବାଦ :
The act of constructing something.
During the construction we had to take a detour.ଅର୍ଥ : କୌଣସି ବିଶେଷ କର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ କରାଯାଉଥିବା କାମ
ଉଦାହରଣ :
ସୀମାର ବାହାଘର ପ୍ରସ୍ତୁତି ବଡ଼ ଜୋରସୋରରେ ଚାଲୁଛି
ଅନ୍ୟ ଭାଷାରେ ଅନୁବାଦ :
The activity of putting or setting in order in advance of some act or purpose.
Preparations for the ceremony had begun.ଅର୍ଥ : ପ୍ରସ୍ତୁତ କରିବା କ୍ରିୟା
ଉଦାହରଣ :
ସେ ନିଜର ଉଚ୍ଚ ବିଚାରଗୁଡ଼ିକର ପ୍ରସ୍ତୁତିକରଣ ଏହି ଲେଖା ମାଧ୍ୟମରେ କରିଛନ୍ତି ମଞ୍ଚ ଉପରେ କବିମାନେ ରଚନାଗୁଡ଼ିକର ପ୍ରସ୍ତୁତିକରଣ ନିଜ ନିଜ ଢଙ୍ଗରେ କଲେ
ସମକକ୍ଷ : ପ୍ରସ୍ତୁତିକରଣ
ଅନ୍ୟ ଭାଷାରେ ଅନୁବାଦ :
प्रस्तुत करने की क्रिया।
उसने अपने उच्च विचारों का प्रस्तुतीकरण इस लेख के माध्यम से किया है।