ଅର୍ଥ : ଯେଉଁ ଲାଲ ଗୁଣ୍ଡକୁ ହୋଲିଦିନ ଉତ୍ସାହର ସହିତ ହିନ୍ଦୁଲୋକେ ପରସ୍ପର ମୁହଁରେ ଲଗାନ୍ତି
ଉଦାହରଣ :
ହୋଲି ପାଖେଇ ଆସିବାମାତ୍ରେ ଦୋକାନଗୁଡ଼ିକ ରଙ୍ଗ,ଅବିର,ଫଗୁ ଆଦିରେ ସଜ୍ଜିତ ହୋଇଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରଙ୍ଗୀନ ଅବିର ବା ଫଗୁ ଯାହାକୁ ଲୋକମାନେ ହୋଲିରେ ପରସ୍ପର ଦେହରେ ଲଗାନ୍ତି
ଉଦାହରଣ :
ହୋଲିରେ ଲୋକେ ପରସ୍ପର ଦେହରେ ରଙ୍ଗ, ଅବିର ଆଦି ବୋଳନ୍ତି
ସମକକ୍ଷ : ଅବିର
ଅନ୍ୟ ଭାଷାରେ ଅନୁବାଦ :
अबरक का चूरा या बुकनी जो कई रंगों का होता है और जिसे लोग होली में एक-दूसरे पर डालते हैं।
होली में लोग एक दूसरे के चेहरे पर रंग, अबीर आदि पोतते हैं।