ଅର୍ଥ : କଠିନତା ବା ବିଘ୍ନରେ ପଡ଼ିବା
ଉଦାହରଣ :
ସ୍ମିତାଙ୍କ ଘରକୁ ଯାଇ ମୁଁ ବି ତାଙ୍କ ଘରୋଇ ମାମଲାରେ ଫସି ଗଲି
ସମକକ୍ଷ : ଅଡ଼ୁଆ ମାମଲରେ ପଡ଼ିଯିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାମରେ ଲିପ୍ତ ରହିବା
ଉଦାହରଣ :
ମୁଁ ଦିନ ତମାମ ଏହି ପ୍ରଶ୍ନକୁ ନେଇ ଧନ୍ଦି ହେଉଛି
ସମକକ୍ଷ : ଅସୁବିଧାରେ ପଡ଼ିବା, ଗୁଡ଼େଇତୁଡ଼େଇ ଦେବା, ଧନ୍ଦି ହେବା
ଅନ୍ୟ ଭାଷାରେ ଅନୁବାଦ :