ଅର୍ଥ : କାହା ପ୍ରତି ଖରାପ ଶବ୍ଦ ବ୍ୟବହାର କରିବା
ଉଦାହରଣ :
ସେ ଅଧ ଘଣ୍ଟା ହେଲାଣି ଗାଳି ଦେଇ ଚାଲିଛି
ସମକକ୍ଷ : ଖରାପ ଶବ୍ଦ କହିବା, ଗାଳି ଦେବା
ଅନ୍ୟ ଭାଷାରେ ଅନୁବାଦ :
Use foul or abusive language towards.
The actress abused the policeman who gave her a parking ticket.