ଅର୍ଥ : ପ୍ରାଚୀନ ସମୟରେ କାହାରିକୁ ପ୍ରାଣ ଦଣ୍ଡ ଦେବା ବେଳେ ବଜା ଯାଉଥିବା ଗୋଟିଏ ପ୍ରକାର ଢୋଲ
ଉଦାହରଣ :
ବଧ୍ୟ-ପଟହର ଶବ୍ଦ ଶୁଣି ପ୍ରଜାମାନେ ଭୟଭୀତ ହୋଇଯାଉଥିଲେ
ଅନ୍ୟ ଭାଷାରେ ଅନୁବାଦ :
प्राचीन समय में एक प्रकार का ढोल जो किसी को प्राणदंड देते समय बजाया जाता था।
वध्य-पटह की आवाज सुनकर प्रजा भयभीत हो जाती थी।
वध्य-पटह,
वध्यपटह