ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନଶୀଡୋର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନଶୀଡୋର   ବିଶେଷ୍ୟ

ଅର୍ଥ : ମାଛ ଧରିବାପାଇଁ ବ୍ୟବହାର କରୁଥିବା ବନିଶୀର ଡୋର

ଉଦାହରଣ : ବନଶୀରେ ପଡ଼ିଥିବା ମାଛ ଜୋରରେ ଛଟପଟ ହେବା କାରଣରୁ କମଜୋର ବନଶୀଡୋର ଛିଡ଼ିଗଲା

ସମକକ୍ଷ : ବନଶୀସୂତା, ବନିଶୀଡୋର


ଅନ୍ୟ ଭାଷାରେ ଅନୁବାଦ :

मछली फँसाने की बंसी की डोरी।

बंसी में फँसी मछली के जोर से छटपटाने के कारण कमजोर सरेरा टूट गया।
सरेरा, सरेला

A length of cord to which the leader and float and sinker and hook are attached.

fishing line