ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିଶେଷକରି ପବନ ଯୋଗୁଁ କୌଣସି ସ୍ଥାନ ଆଦିର ଭିତରକୁ ଆସୁଥିବା ବର୍ଷାଛିଟିକା
ଉଦାହରଣ : ବର୍ଷାଛିଟିକାରୁ ରକ୍ଷା ପାଇବା ଲାଗି ସେ କୋଠରିର ଝର୍କାକୁ ବନ୍ଦ କରୁଛନ୍ତି
ସମକକ୍ଷ : ବର୍ଷାଛିଟିକା
ଅନ୍ୟ ଭାଷାରେ ଅନୁବାଦ :हिन्दी English
हवा के झोंके से तिरछी गिरती बारिश की झड़ी।
Water falling in drops from vapor condensed in the atmosphere.
ସଂସ୍ଥାପନ କରନ୍ତୁ