ଅର୍ଥ : ହିନ୍ଦୁ ବିବାହର ଏକ ବିଧି ଯେଉଁଥିରେ କନ୍ୟାଳୟରେ ବରଯାତ୍ରୀ ପହଞ୍ଚିବାପରେ ତାଙ୍କରି ଦ୍ୱାରରେ ବରକୁ ବନ୍ଦାପନା କରାଯାଏ
ଉଦାହରଣ :
ବରବରଣ ପରେ ବରଯାତ୍ରୀଙ୍କୁ ଜଳପାନ ଦିଆଗଲା
ସମକକ୍ଷ : ବରବରଣ
ଅନ୍ୟ ଭାଷାରେ ଅନୁବାଦ :
हिंदू विवाह की एक रस्म जिसमें लड़की के घर बारात पहुँचने पर उसके द्वार पर वर का पूजन किया जाता है।
द्वार-पूजा के बाद बारातियों को जलपान कराया गया।