ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଘନଖି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଘନଖି   ବିଶେଷ୍ୟ

ଅର୍ଥ : ବାଘ ନଖ ବସା ଯାଇଥିବା ଗୋଟିଏ ପ୍ରକାରର ବେକର ଆଭୂଷଣ

ଉଦାହରଣ : କିଛି ଲୋକ ନିଜର ଛୋଟ ଛୋଟ ପିଲାଙ୍କୁ ବାଘନଖି ପିନ୍ଧାଇଥାନ୍ତି


ଅନ୍ୟ ଭାଷାରେ ଅନୁବାଦ :

गले का एक आभूषण जिसमें बाघ के नाखून जड़े होते हैं।

कुछ लोग अपने छोटे-छोटे बच्चों को बघनहाँ पहनाते हैं।
बघनखा, बघनहाँ, बघनहियाँ, बघना

ଅର୍ଥ : ବାଘର ନଖ ଭଳି ଧାତୁର କଣ୍ଟା ଲାଗିଥିବା ଏକ ପ୍ରକାର ହତିଆର

ଉଦାହରଣ : ଶିବାଜୀ ଆଫଜଲ ଖାଁଙ୍କୁ ବାଘନଖିରେ ମାରିଥିଲେ

ସମକକ୍ଷ : ବାଘନଖା


ଅନ୍ୟ ଭାଷାରେ ଅନୁବାଦ :

एक प्रकार का हथियार जिसमें बाघ के नाखूनों के समान धातु के काँटे लगे रहते हैं।

शिवाजी ने अफ़ज़ल ख़ाँ को बघनखे से मारा था।
बघनखा, बघनहाँ, बघनहियाँ, बघना, शेर-पंजा, शेरपंजा