ଅର୍ଥ : ବାଣ୍ଟିବା ପ୍ରକ୍ରିୟା ବା ଭାବ
ଉଦାହରଣ :
ସେଠ୍ଜୀ ଗରୀବଙ୍କୁ ଲୁଗାପଟା ବାଣ୍ଟିବାପରେ ଖାଦ୍ୟ ବାଣ୍ଟୁଛନ୍ତି
ସମକକ୍ଷ : ପ୍ରଦାନ କରିବା, ବିତରଣ
ଅନ୍ୟ ଭାଷାରେ ଅନୁବାଦ :
The act of distributing or spreading or apportioning.
distributionଅର୍ଥ : କୌଣସି ବସ୍ତୁକୁ ଭାଗଭାଗ କରିବା
ଉଦାହରଣ :
ଚୋରମାନେ ଚୋରି ଧନ ବାଣ୍ଟିଲେ
ସମକକ୍ଷ : ବଣ୍ଟନ କରିବା, ବିଭାଗ କରିବା, ବିଭାଜନ କରିବା, ଭାଗ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु आदि के कई भाग करना।
चोरों ने चोरी का माल बाँटा।ଅର୍ଥ : ସାମୁହିକ ରୂପରେ ରଖିବା ବା ବ୍ୟବହାର କରିବା
ଉଦାହରଣ :
ଭାରତ ଓ ପାକିସ୍ତାନ ଏକ ଦୀର୍ଘ ସୀମାକୁ ଭାଗକରନ୍ତି
ସମକକ୍ଷ : ଭାଗକରିବା, ଭାଗବାଣ୍ଟିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଳ୍ପ ଅଳ୍ପ କରି ଦେବା
ଉଦାହରଣ :
ପଣ୍ଡିତ ପୂଜା ପରେ ପଞ୍ଚାମୃତ ବାଣ୍ଟିଲେ
ସମକକ୍ଷ : ବିତରଣ କରିବା
ଅନ୍ୟ ଭାଷାରେ ଅନୁବାଦ :
Administer or bestow, as in small portions.
Administer critical remarks to everyone present.ଅର୍ଥ : ଭାଗ ଅନୁସାରେ କିଛି ମିଳିବା ବା ଦିଆଯିବା
ଉଦାହରଣ :
ଆଜି ବିଦ୍ୟାଳୟରେ ମିଠେଇ ବଣ୍ଟା ଯାଉଥିଲା
ସମକକ୍ଷ : ବଣ୍ଟନକରିବା
ଅନ୍ୟ ଭାଷାରେ ଅନୁବାଦ :