ଅର୍ଥ : ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ସମର୍ଥନ କରୁଥିବା ସିଦ୍ଧାନ୍ତ
ଉଦାହରଣ :
ସେ ବାମମାର୍ଗର ସମର୍ଥକ
ସମକକ୍ଷ : ବାମପକ୍ଷ, ବାମପନ୍ଥ, ବାମମାର୍ଗ
ଅନ୍ୟ ଭାଷାରେ ଅନୁବାଦ :
The ideology of the political left. Belief in or support of the tenets of the political left.
leftism