ଅର୍ଥ : କୌଣସି ଜାଗାରେ ରହୁଥିବା ବା ବାସ କରୁଥିବା ବ୍ୟକ୍ତି
ଉଦାହରଣ :
ଏଠାକାର ସମସ୍ତ ବାସିନ୍ଦାଙ୍କୁ ଜଣାଇ ଦିଆଯାଉଛି କି ସେମାନେ କୌଣସି ଅପରିଚିତ ବ୍ୟକ୍ତିଙ୍କୁ ନିଜ ଘରେ ଶରଣ ଦିଅନ୍ତୁନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ସ୍ଥାନରେ ରହୁଥିବା ବା ବସବାସ କରୁଥିବା ଜୀବ
ଉଦାହରଣ :
ଜଙ୍ଗଲ କାଟିବାରୁ ଜଙ୍ଗଲର ଅଧିବାସୀମାନଙ୍କ ସଂଖ୍ୟା କମିବାରେ ଲାଗିଛି
ଅନ୍ୟ ଭାଷାରେ ଅନୁବାଦ :
A plant or animal naturalized in a region.
Denizens of field and forest.