ଅର୍ଥ : ବାସ୍ତୁଶାସ୍ତ୍ର ବା ସ୍ଥାପତ୍ୟ ବିଶେଷଜ୍ଞ
ଉଦାହରଣ :
ତାଜମହଲର ପାଚେରିର କିଛି ସ୍ଥାନରେ ମୁଖ୍ୟ ବାସ୍ତୁବିତଙ୍କ ନାମ ଉଲ୍ଲେଖ ଅଛି
ସମକକ୍ଷ : ସ୍ଥାପତ୍ୟ ବିଶେଷଜ୍ଞ, ସ୍ଥାପତ୍ୟଶାସ୍ତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
वास्तुशास्त्र या स्थापत्य का विशेषज्ञ।
ताजमहल की दीवारों पर मुख्य वास्तुविद् का नाम कई जगहों पर उकेरा हुआ है।