ଅର୍ଥ : ଲଢ଼ାଇ କିମ୍ବା ଖେଳ ଇତ୍ୟାଦିରେ ଶତ୍ରୁ ବା ବିପକ୍ଷକୁ ହରାଇ ପ୍ରାପ୍ତ କରାଯାଉଥିବା ସଫଳତା
ଉଦାହରଣ :
ଆଜି ଖେଳରେ ଭାରତର ବିଜୟ ହେଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସଫଳ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଗଣେଶ ଯେ କୌଣସି କାମରେ ହାତ ଲଗାଏ, ତାକୁ ସେଥିରେ ସଫଳତା ମିଳେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିଷ୍ଣୁଙ୍କର ଜଣେ ପାର୍ଷଦ
ଉଦାହରଣ :
ବ୍ରହ୍ମାଙ୍କ ମାନସ ପୁତ୍ର ଜୟ ଏବଂ ବିଜୟକୁ ରାକ୍ଷସ ରୂପରେ ପୃଥିବୀରେ ଅବତରଣ କରିବାକୁ ଶାପ ଦେଇଥିଲେ
ଅନ୍ୟ ଭାଷାରେ ଅନୁବାଦ :
विष्णु का एक पार्षद।
जय और विजय को ब्रह्मा के मानस पुत्रों ने राक्षस के रूप में धरती पर आने का श्राप दिया था।An imaginary being of myth or fable.
mythical being