ଅର୍ଥ : ଅନ୍ୟମାନଙ୍କ କଥାକୁ ଉପେକ୍ଷା କରି ନିଜ କଥାକୁ କହି ଚାଲିବାର ପ୍ରକ୍ରିୟା
ଉଦାହରଣ :
ତାର ବିତଣ୍ଡା ଯୋଗୁଁ ସମସ୍ତେ ହଇରାଣ ହେଉଛନ୍ତି
ସମକକ୍ଷ : ଅଯଥା ଯୁକ୍ତି, ବିତଣ୍ଡା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବ୍ୟର୍ଥ ବିବାଦ ବା ମତାନ୍ତର
ଉଦାହରଣ :
ଏଭଳି ବିତଣ୍ଡା ଦ୍ୱାରା ଶେଷରେ ତୁମକୁ କଣ ମିଳୁଛି?
ସମକକ୍ଷ : ବିତଂଡାବାଦ, ବିତଣ୍ଡା, ବିତଣ୍ଡାବାଦ
ଅନ୍ୟ ଭାଷାରେ ଅନୁବାଦ :
व्यर्थ का विवाद या कहासुनी।
इस तरह की वितंडाओं से आखिर तुम्हें क्या मिलता है?