ଅର୍ଥ : ନିଦରେ ବା ବେହୋସ ଅବସ୍ଥାରେ କହିବାର ପ୍ରକ୍ରିୟା
ଉଦାହରଣ :
ଅପାର ବିଳିବିଳେଇବା ଶୁଣି ମୁଁ ଡରିଗଲି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଦ ବା ଅଚେତରେ କଥାବାର୍ତ୍ତା କରିବା
ଉଦାହରଣ :
ସୁମନର ଜେଜେମା ରାତିରେ ଶୋଇଲାବେଳେ ବିଳିବିଳାନ୍ତି
ସମକକ୍ଷ : ବାଉଳିଚାଉଳିହେବା, ବିଳିବିଳିହେବା
ଅନ୍ୟ ଭାଷାରେ ଅନୁବାଦ :