ଅର୍ଥ : ଜୟଦ୍ରଥଙ୍କ ଜଣେ ପୁତ୍ର
ଉଦାହରଣ :
ବିଶଦଙ୍କ ବର୍ଣ୍ଣନା ପୁରାଣରେ ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଯେଉଁଥିରେ ବହୁତ ବିସ୍ତୃତି ଅଛି ବା ବିସ୍ତାର ହେଉଥିବା
ଉଦାହରଣ :
ଏହି କାବ୍ୟପଂକ୍ତିଗୁଡ଼ିକର ବିସ୍ତୃତ ବ୍ୟାଖ୍ୟା କରନ୍ତୁ
ସମକକ୍ଷ : ପୁଙ୍ଖାନୁପୁଙ୍ଖ, ବିସ୍ତୃତ, ସବିଶେଷ
ଅନ୍ୟ ଭାଷାରେ ଅନୁବାଦ :
जिसमें बहुत विस्तार हो या विस्तार वाला।
इन काव्य पंक्तियों की विस्तृत व्याख्या कीजिए।Broad in scope or content.
Across-the-board pay increases.