ଅର୍ଥ : ଜୀବିକା ତୁଲାଇବାପାଇଁ ଲୋକ ହାତରେ କିଛି କାମ ଧନ୍ଦା ନଥିବା ଅବସ୍ଥା
ଉଦାହରଣ :
ଦିନକୁଦିନ ବେକାରି ସମସ୍ୟା ବଢ଼ିଯାଉଛି
ସମକକ୍ଷ : ବେରୋଜଗାରୀ
ଅନ୍ୟ ଭାଷାରେ ଅନୁବାଦ :
वह अवस्था जिसमें जीविका-निर्वाह के लिए मनुष्य के हाथ में कोई काम धंधा नहीं रहता।
दिन-प्रतिदिन बेरोज़गारी की समस्या बढ़ती जा रही है।The state of being unemployed or not having a job.
Unemployment is a serious social evil.