ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶସ୍ୟ ଆଦିର ବସ୍ତା ବୋହିବା ବା କୌଣସି ଗାଡ଼ି ଉପରେ ଲଦୁଥିବା ମଜୁରିଆ
ଉଦାହରଣ : ମୋଟିଆ ଧାନ ବସ୍ତାଗୁଡିକୁ ଟ୍ରକ ଉପରେ ଲଦୁଛି
ସମକକ୍ଷ : ମୋଟରା, ମୋଟିଆ
ଅନ୍ୟ ଭାଷାରେ ଅନୁବାଦ :हिन्दी English
अनाज आदि के बोरे ढोने या किसी वाहन पर लादनेवाला मजदूर।
A person employed to carry luggage and supplies.
ଅର୍ଥ : ରାଜମିସ୍ତ୍ରି ପାଖକୁ ପଥର ବୋହି ଆଣୁଥିବା ଶ୍ରମିକ
ଉଦାହରଣ : ପଥରବୁହାଳି ପଥର ବୋହୁଛି
ସମକକ୍ଷ : ପଥରବୁହାଳି
ଅନ୍ୟ ଭାଷାରେ ଅନୁବାଦ :हिन्दी
राजगीर के पास पत्थर ढोकर लानेवाला मजदूर।
ସଂସ୍ଥାପନ କରନ୍ତୁ