ଅର୍ଥ : ଏକ ପ୍ରକାରର ଅଳେଇଚ ଯାହା ଅପେକ୍ଷାକୃତ କିଛି ବଡ଼ ଏବଂ କଳା ହୋଇଥାଏ
ଉଦାହରଣ :
ମସଲା ରୂପରେ ବଡ଼ ଅଳେଇଚର ବ୍ୟବହାର ହୋଇଥାଏ
ସମକକ୍ଷ : ବଡ଼ ଅଳାଇଚ
ଅନ୍ୟ ଭାଷାରେ ଅନୁବାଦ :
एक प्रकार की इलायची जो अपेक्षाकृत कुछ बड़ी एवं काली होती है।
बड़ी इलायची का प्रयोग मसाले के रूप में होता है।