ଅର୍ଥ : କୌଣସି ଜ୍ୟେଷ୍ଠବ୍ୟକ୍ତିଙ୍କ ପ୍ରତି ଥିବା ଶ୍ରଦ୍ଧା ବା ଆଦର ଭାବ
ଉଦାହରଣ :
ଜ୍ଞାନପ୍ରାପ୍ତ ନିମନ୍ତେ ଗୁରୁଙ୍କ ପ୍ରତି ଭକ୍ତି କରିବା ଆବଶ୍ୟକ ବୋଲି ସନ୍ଥ, ମହାତ୍ମାମାନେ କହିଛନ୍ତି
ସମକକ୍ଷ :
ଭକ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी बड़े के प्रति होनेवाली श्रद्धा या आदर भाव।
संत,महात्माओं ने ज्ञान प्राप्त करने के लिए गुरु के प्रति भक्ति का होना आवश्यक बतलाया है।
भक्ति,
भक्ति-भाव