ଅର୍ଥ : ଦୁଇ ବ୍ୟକ୍ତିଙ୍କର ପରସ୍ପରକୁ ଭେଟିବା କ୍ରିୟା
ଉଦାହରଣ :
ଆଜି ଜଣେ ଭଲ ମଣିଷସହ ଭେଟ ହେଲା
ସମକକ୍ଷ : ଦେଖାସାକ୍ଷାତ
ଅନ୍ୟ ଭାଷାରେ ଅନୁବାଦ :
दो या कई व्यक्तियों के आपस में मिलने की क्रिया।
आज एक अच्छे इन्सान से भेंट हुई है।A small informal social gathering.
There was an informal meeting in my living room.ଅର୍ଥ : କୌଣସି ବିଶେଷ ଉଦ୍ଦେଶ୍ୟରେ ସାକ୍ଷାତ କରିବାର କ୍ରିୟା
ଉଦାହରଣ :
ଚିକିତ୍ସକଙ୍କୁ ସାକ୍ଷାତ କରିବାପରେ ହିଁ ରୋଗ ବିଷୟରେ ଜଣା ପଡ଼ିବ
ଅନ୍ୟ ଭାଷାରେ ଅନୁବାଦ :
A meeting arranged by the visitor to see someone (such as a doctor or lawyer) for treatment or advice.
He scheduled a visit to the dentist.