ଅର୍ଥ : ହିନ୍ଦୁ ବିଶ୍ୱାସ ଅନୁସାରେ ପ୍ରାଣୀମାନେ ମରିବା ସମୟରେ ଭୈରବ ସେମାନଙ୍କୁ ଦେଉଥିବା କଷ୍ଟ
ଉଦାହରଣ :
ହିନ୍ଦୁମାନଙ୍କ ବିଶ୍ୱାସ ଯେ ଦୁରାତ୍ମାମାନଙ୍କୁ ଭୈରବୀ ଯାତନା ସହିବାକୁ ପଡ଼େ
ସମକକ୍ଷ : ଭୈରବୀ କଷ୍ଟ, ଭୈରବୀ ଯାତନା
ଅନ୍ୟ ଭାଷାରେ ଅନୁବାଦ :
हिन्दुओं के विश्वास के अनुसार वह कष्ट जो प्राणियों को मरते समय भैरव देते हैं।
हिन्दुओं का विश्वास है कि दुरात्माओं को भैरवी यातना सहनी पड़ती है।