ଅର୍ଥ : ପଦାର୍ଥ ଓ ଶକ୍ତି ତଥା ସେଗୁଡ଼ିକର ପାରସ୍ପରିକ ପ୍ରଭାବ ବା କ୍ରିୟା ସମ୍ବନ୍ଧୀୟ ବିଜ୍ଞାନ
ଉଦାହରଣ :
ତାଙ୍କ ମଉସା ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ପଢ଼ାନ୍ତି
ସମକକ୍ଷ : ପଦାର୍ଥ ବିଜ୍ଞାନ, ପଦାର୍ଥ ଶାସ୍ତ୍ର, ଭୌତିକ ବିଜ୍ଞାନ
ଅନ୍ୟ ଭାଷାରେ ଅନୁବାଦ :
पदार्थ और ऊर्जा तथा उनके पारस्परिक प्रभाव या क्रिया का विज्ञान।
मौसाजी महाविद्यालय में भौतिकी पढ़ाते हैं।