ଅର୍ଥ : ଡାକଦ୍ବାରା କୌଣସି ଦୂରସ୍ଥାନରେ ରହୁଥିବା ବ୍ୟକ୍ତି ନିକଟକୁ ପଠାଯାଉଥିବା ଅର୍ଥପ୍ରାପ୍ତି କରିବାର ଲିଖିତ ଆଦେଶ
ଉଦାହରଣ :
ମଙ୍ଗୁଳୁ ପ୍ରତିମାସରେ ଏକହଜାର ଟଙ୍କାର ମନିଅର୍ଡର ପଠାଉଛି
ସମକକ୍ଷ : ଧନାଦେଶ
ଅନ୍ୟ ଭାଷାରେ ଅନୁବାଦ :
A written order for the payment of a sum to a named individual. Obtainable and payable at a post office.
money order, postal order