ଅର୍ଥ : ବଚ୍ଛା ହୋଇଥିବା
ଉଦାହରଣ :
ମନୋନୀତ ସଦସ୍ୟମାନଙ୍କୁ ପୁରସ୍କାର ଦିଆଯିବ
ସମକକ୍ଷ : ଚୟିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାମ ବା ପଦପାଇଁ ଯାହାର ନାଁ ଲେଖା ଯାଇଛି
ଉଦାହରଣ :
ଲକ୍ଷ୍ମୀ ଶେହଗଲ ରାଷ୍ଟ୍ରପତି ପଦ ପାଇଁ ମନୋନୀତ ସଦସ୍ୟା
ଅନ୍ୟ ଭାଷାରେ ଅନୁବାଦ :