ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାଧମନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାଧମନୀ   ବିଶେଷ୍ୟ

ଅର୍ଥ : ହୃଦୟରୁ ଶୁଦ୍ଧରକ୍ତ ନେଇ ଶରୀରର ପ୍ରତ୍ୟେକ ଅଙ୍ଗରେ ପହଞ୍ଚାଉଥିବା ସବୁଠାରୁ ବଡ଼ ରକ୍ତବାହିନୀ

ଉଦାହରଣ : ମହାଧମନୀରେ ଅଧିକ ମାତ୍ରାରେ କୋଲଷ୍ଟ୍ରଲ ଜମା ହେବାରୁ ହୃଦ୍‌ଗତିରେ ପ୍ରଭାବ ପଡ଼େ

ସମକକ୍ଷ : ମୁଖ୍ୟଧମନୀ


ଅନ୍ୟ ଭାଷାରେ ଅନୁବାଦ :

शुद्ध रक्त को हृदय से लेकर शरीर के सभी अंगों तक पहुँचाने वाली सबसे बड़ी रक्तवाहिनी।

महाधमनी में कोलेस्ट्राल अधिक मात्रा में जम जाने से हृदय गति पर असर पड़ता है।
महाधमनी

The large trunk artery that carries blood from the left ventricle of the heart to branch arteries.

aorta