ଅର୍ଥ : ମଧ୍ୟମାନ ବା ପରିବର୍ତ୍ତନଶୀଳ ପରିସଂଖ୍ୟାନ ଭଳି କୌଣସି ମାତ୍ରା ଯାହା ସାଂଖ୍ୟିକୀୟ ଜନସଂଖ୍ୟାର ବିଶେଷତା ବତାଏ ଏବଂ ଯାହାର ନମୁନା ଡେଟାରୁ ଗଣନା କରି ଆକଳନ କରାଯାଇପାରେ
ଉଦାହରଣ :
ଡାଇବେଟିସର ଗ୍ଲାଇକୋସିଲେଟେଜ ହିମୋଗ୍ଲୋବିନ୍ ନିମନ୍ତେ ସାମାନ୍ୟ ମାନଦଣ୍ଡ ଚାରିରୁ ଛଅ ପ୍ରତିଶତ
ସମକକ୍ଷ : ପାରାମିଟର, ମାନଦଂଡ, ମାପଦଂଡ, ମାପଦଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
A quantity (such as the mean or variance) that characterizes a statistical population and that can be estimated by calculations from sample data.
parameterଅର୍ଥ : ସ୍ଥିର କରାଯାଇଥିବା ମାନ ବା ମାପ ଯାହା ଅନୁସାରେ କୌଣସି ଯୋଗ୍ୟତା, ଶ୍ରେଷ୍ଠତା, ଗୁଣଆଦିର ଅନୁମାନ ବା କଳ୍ପନା କରାଯାଏ
ଉଦାହରଣ :
ଭାରତରେ ଶିକ୍ଷାର ମାନଦଣ୍ଡ ଆଗ ଅପେକ୍ଷା ସୁଧୁରିଛି
ସମକକ୍ଷ : ଉଚ୍ଚତାସ୍ତର, ଗୁଣବତ୍ତାସ୍ତର, ମାନକ
ଅନ୍ୟ ଭାଷାରେ ଅନୁବାଦ :
वह निश्चित या स्थिर किया हुआ सर्वमान्य मान या माप जिसके अनुसार किसी प्रकार की योग्यता, श्रेष्ठता, गुण आदि का अनुमान या कल्पना की जाए।
भारत में शिक्षा का मानदंड पहले से अच्छा हो गया है।A standard or model or pattern regarded as typical.
The current middle-class norm of two children per family.