ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନସପୁତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନସପୁତ୍ର   ବିଶେଷ୍ୟ

ଅର୍ଥ : ପୁରାଣରେ ବର୍ଣ୍ଣିତ ଯେଉଁ ପୁତ୍ରମାନଙ୍କର ଜନ୍ମ ଇଚ୍ଛା ମାତ୍ରକେ ହୋଇଥିଲା

ଉଦାହରଣ : ସନନ୍ଦନ, ସନକ, ସନତକୁମାର ତଥା ସନାତନ ବ୍ରହ୍ମାଙ୍କର ମାନସପୁତ୍ର ଥିଲେ


ଅନ୍ୟ ଭାଷାରେ ଅନୁବାଦ :

पुराणों में वर्णित वह पुत्र जिसकी उत्पत्ति इच्छामात्र से हुई हो।

सनंदन,सनक,सनत्कुमार तथा सनातन ब्रह्माजी के मानसपुत्र हैं।
मानस पुत्र, मानसपुत्र

An imaginary being of myth or fable.

mythical being