ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାରି ଭଲ ବା ହିତଆଦି କରିବା କ୍ରିୟା
ଉଦାହରଣ : ସଜ୍ଜନ ଲୋକ ସମସ୍ତଙ୍କ ଉପକାର କରିଥାନ୍ତି
ସମକକ୍ଷ : ଉପକାର, ଭଲ, ଭଲେଇ, ଲାଭ, ହିତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी की भलाई या हित आदि करने की क्रिया।
An act intending or showing kindness and good will.
ଅର୍ଥ : ବେପାର, କାମଆଦିରେ ହେଉଥିବା ଲାଭ
ଉଦାହରଣ : ସେ ଲୁଗା ବେପାରରେ ପ୍ରଚୁର ଲାଭ କଲା ମିଛ କହି ମୋର କି ଲାଭ ହେବ
ସମକକ୍ଷ : ଫାଇଦା, ଲାଭ
व्यापार, काम आदि में होने वाला मुनाफ़ा।
The advantageous quality of being beneficial.
ସଂସ୍ଥାପନ କରନ୍ତୁ