ଅର୍ଥ : ଶାହାଜାହାନଙ୍କ ଦ୍ୱିତୀୟ ପତ୍ନୀ ଯାହାଙ୍କ ସ୍ମୃତିରେ ସେ ତାଜମହଲ ନିର୍ମାଣ କରାଇଥିଲେ
ଉଦାହରଣ :
ମୁମତାଜ ମହଲଙ୍କ ଜନ୍ମ ପନ୍ଦରଶହ ତେୟାନବେ ମସିହାରେ ଆଗ୍ରାରେ ହୋଇଥିଲା
ଅନ୍ୟ ଭାଷାରେ ଅନୁବାଦ :
शाहजहाँ की दूसरी पत्नी जिसकी याद में उसने ताजमहल बनवाया था।
मुमताज महल का जन्म पन्द्रह सौ तिरानवे में आगरा में हुआ था।