ଅର୍ଥ : ବିଶେଷକରି ପ୍ରଦର୍ଶନପାଇଁ କ୍ରମରେ ଆଗକୁ ବଢ଼ୁଥିବା ଲୋକଦଳ ବା ବାହନ ସମୁଦାୟ
ଉଦାହରଣ :
ବିନା କାରଣରେ ପୋଲିସ ଶୋଭାଯାତ୍ରାକାରୀଙ୍କ ଉପରେ ଲାଠି ଚାର୍ଜ୍ କଲା
ସମକକ୍ଷ : ଶୋଭାଯାତ୍ରା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କିଛି (ସାହାସିକ)କାର୍ୟ୍ୟ ଆଦିରେ ସବୁଠାରୁ ପ୍ରଥମତଃ ଅମୂର୍ତ୍ତସ୍ଥାନ
ଉଦାହରଣ :
ଘଣ୍ଟାଏ ଧରି ସଚିନ୍ ମୋର୍ଚ୍ଚା ସମ୍ଭାଳିକରି ପାକିସ୍ଥାନୀ ଟିମ୍କୁ ବିବ୍ରତ କରିଦେଲେ
ସମକକ୍ଷ : ମୋରଚା
ଅନ୍ୟ ଭାଷାରେ ଅନୁବାଦ :
An abstract mental location.
He has a special place in my thoughts.