ଅର୍ଥ : କୌଣସି କାମରେ ଯୋଗଦେବା ବା ସହାୟକ ହେବାର ପ୍ରକ୍ରିୟା
ଉଦାହରଣ :
ସମସ୍ତ ଗ୍ରାମବାସୀଙ୍କ ଯୋଗଦାନରେ ଏହି ମନ୍ଦିର ନିର୍ମାଣ କରାଯାଇଛି
ସମକକ୍ଷ :
ସହାୟତା
ଅନ୍ୟ ଭାଷାରେ ଅନୁବାଦ :
किसी काम में साथ देने या सहायक होने की क्रिया।
सभी ग्रामवासियों के योगदान से इस मंदिर का निर्माण हुआ है।
जोग,
योग,
योगदान