ଅର୍ଥ : ଦୋଷ ବିପତ୍ତି ଆଦିରେ ରକ୍ଷିତ, ଦୂର ବା ଅଲଗା ରହିବା ବା ସେଥିରେ ନ ପଡ଼ିବା
ଉଦାହରଣ :
ରୋହିତ କେନ୍ସରରୁ ମରୁମରୁ ବଞ୍ଚିଲା
ସମକକ୍ଷ : ବଞ୍ଚିବା
ଅନ୍ୟ ଭାଷାରେ ଅନୁବାଦ :
Continue in existence after (an adversity, etc.).
He survived the cancer against all odds.