ଅର୍ଥ : କୌଣସି କାମ ଆଦିକୁ ବିଶେଷ ପ୍ରକାରରେ କରିବାର ନୀତି
ଉଦାହରଣ :
ସେ ନିଜର ଯୋଜନାକୁ ସଫଳ କରିବା ନେଇ ରଣନୀତି ପ୍ରସ୍ତୁତ କରୁଛି
ଅନ୍ୟ ଭାଷାରେ ଅନୁବାଦ :
किसी काम आदि को विशेष प्रकार से करने की नीति।
वह अपनी योजना को सफल करने के लिए रणनीति बना रहा है।ଅର୍ଥ : ଯୁଦ୍ଧ ବା ରଣ କରିବାର ନୀତି
ଉଦାହରଣ :
ସେ ଆକ୍ରମଣାତ୍ମକ ରଣନୀତି ଗ୍ରହଣ କଲେ
ସମକକ୍ଷ : ଯୁଦ୍ଧନୀତି
ଅନ୍ୟ ଭାଷାରେ ଅନୁବାଦ :
Plan for conducting a battle.
battle plan