ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚିରାଫଟା ଲୁଗା ସିଲାଇ କରୁଥିବା କାରିଗର
ଉଦାହରଣ : ରଫୁକାର ପୁରୁଣା ବସ୍ତ୍ରରେ ରଫୁ କରୁଛି
ସମକକ୍ଷ : ଦରଜି, ଦର୍ଜି
ଅନ୍ୟ ଭାଷାରେ ଅନୁବାଦ :हिन्दी
वह जो पैबंद लगाने का कार्य करे।
ଅର୍ଥ : ରଫୁ କରିବାଲୋକ
ଉଦାହରଣ : ରଫୁକାର ପ୍ୟାଣ୍ଟ ରଫୁ କରି ଆଣିଲା ନା ନାହିଁ ?
ସମକକ୍ଷ : ରଫୁକାରିଗର
ଅନ୍ୟ ଭାଷାରେ ଅନୁବାଦ :हिन्दी English
रफ़ू करनेवाला।
A person who mends by darning.
ସଂସ୍ଥାପନ କରନ୍ତୁ